top of page

ରାଧାକୃଷ୍ଣ ମନ୍ଦିର ହରିହର ପୀଠ, ବାର୍ଷିକ ପ୍ରତିଷ୍ଠା ଉତ୍ସବ, ଚନ୍ଦନ ମନ୍ଦିର,ବାହାନଡା


ବେତନଟୀ :- ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅଧିନ ରେ ଥିବା ବାହାନଡା ଗ୍ରାମ ରେ ରାଧା କୃଷ୍ଣ ମନ୍ଦିର ଏବଂ ହରିହର ମନ୍ଦିରରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଆଜି ସକାଳ 11 ଘଟ ଉତ୍ତୋଳନ ହୋଇ ଦିବା 1ଟା ସମୟ ରେ ଅର୍ଣ୍ଣଛତ୍ର ର ବ୍ୟବସ୍ଥାର ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକୁ ଅନୁଷ୍ଠାନର କର୍ମକର୍ତ୍ତା ବିନୟ ପ୍ରଧାନ ,ପ୍ରିୟଜିତ ନାୟକ, ଶକ୍ତି ଶୁଭମ ପାତ୍ର, ଶଂଦିପ ନାୟକ , ନିରୋଜ ଜେନା , ରାଜେଶ ପାତ୍ର, ସୌମ୍ଯରଞ୍ଜନ ନାୟକ ଆଦି କାର୍ଯ୍ୟକୁ ସଫଳ ଭାବେ ଆଗକୁ ନେଇଥିଲେ ।

 
 
 

Comments


Subscribe to Our Newsletter

  • White Facebook Icon

© 2025 by TheHours. Powered and secured by Janani Groups of Company

bottom of page