top of page

ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ /ତେଲିସାହି (ବଡମ୍ବା).

ବାଙ୍କୀ :୧୦/୧୧ସୋମବାର(ଜନନୀଟିଭି)

ବାଙ୍କୀ ସ୍ଥିତ ବଡମ୍ବା ତେଲିସାହି ନିକଟସ୍ଥ ବୃନ୍ଦାବନ +୩ ଆବାସିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |

ree

ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ସକାଳ ପ୍ରାୟ ୯:୩୦ମିନିଟ ରୁ ଆରମ୍ଭ କରାଯାଇ ଦିଵା ୨ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା | ବୃନ୍ଦାବନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ବଡମ୍ବା ଗ୍ରାମର ସ୍ଥାନୀୟ ବ୍ୟକ୍ତିମାନେ ରକ୍ତଦାନ ଶିବିରରେ ନିଜର ରକ୍ତଦାନ କରିଥିଲେ ଏବଂ ବୃନ୍ଦାବନ ମହାବିଦ୍ୟାଳୟ ରକ୍ତଦାନ ଶିବିର କୁ ରକ୍ତଦାନ କରିବାକୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିବାପାଇଁ ଏକ ଧଳା ରଙ୍ଗର ଟି ସାର୍ଟ ଏବଂ ଶୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ ମହାବିଦ୍ୟାଳୟ ପକ୍ଷରୁ କରଯାଇଥିଲା | ତହସିଲଦାର, ପ୍ରମୋଦ କୁମାର ବାସ୍କେ, ଚୈୟାରମ୍ୟାନ, ରଘୁପତି ମହାନ୍ତି ପ୍ରମୁଖ ବ୍ୟକ୍ତି ଏହି ରକ୍ତଦାନ ଶିବିର ଠାରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରୁଥିଲେ | ରକ୍ତଦାନ ଶିବିର ଠାରେ ୪୦ରୁ ଅଧିକ ୟୁନିଟ ରକ୍ତ ସଂଘ୍ରୁହିତ ହୋଇ ପାରିଥିଲା | ବଡମ୍ବା ସାହିତ୍ୟ ସମ୍ବାଦ ଘର ଓଃ ବୃନ୍ଦାବନ ଆବାସିକ ମହାବିଦ୍ୟାଳୟ ର ମିଳିତ ସହଯୋଗରେ ଏହି ସ୍ବେଛାକୃତ ରକ୍ତଦାନ ଶିବିର ର କାଯ୍ୟକ୍ରମ ସମ୍ପର୍ଣ୍ଣ ହୋଇପାରିଥିଲା | ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଦାୟିତ୍ୱରେ ସମ୍ବାଦ ଖବର କାଗଜ ର ବରିଷ୍ଟ ସାମ୍ବାଦିକ ପପୁ ମହାନ୍ତି ଏବଂ ବୃନ୍ଦାବନ ମହାବିଦ୍ୟାଳୟ ର ପ୍ରିନସିପାଲ ଗଗନ ମୁଦୁଲି,ମହାଶୟ ଉପସ୍ଥିତ ସହଯୋଗରେ ଥିଲେ |

ବାଙ୍କୀରୁ ବ୍ରହ୍ମାନନ୍ଦ ପ୍ରଧାନଙ୍କ ଖବର

Comments


Subscribe to Our Newsletter

  • White Facebook Icon

© 2025 by TheHours. Powered and secured by Janani Groups of Company

bottom of page