top of page


ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ /ତେଲିସାହି (ବଡମ୍ବା).
ବାଙ୍କୀ :୧୦/୧୧ସୋମବାର(ଜନନୀଟିଭି) ବାଙ୍କୀ ସ୍ଥିତ ବଡମ୍ବା ତେଲିସାହି ନିକଟସ୍ଥ ବୃନ୍ଦାବନ +୩ ଆବାସିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ସକାଳ ପ୍ରାୟ ୯:୩୦ମିନିଟ ରୁ ଆରମ୍ଭ କରାଯାଇ ଦିଵା ୨ଘଟିକା ସମୟରେ ସମ୍ପର୍ଣ୍ଣ ହୋଇଥିଲା | ବୃନ୍ଦାବନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ବଡମ୍ବା ଗ୍ରାମର ସ୍ଥାନୀୟ ବ୍ୟକ୍ତିମାନେ ରକ୍ତଦାନ ଶିବିରରେ ନିଜର ରକ୍ତଦାନ କରିଥିଲେ ଏବଂ ବୃନ୍ଦାବନ ମହାବିଦ୍ୟାଳୟ ରକ୍ତଦାନ ଶିବିର କୁ ରକ୍ତଦାନ କରିବାକୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଉତ୍ସାହିତ କରିବାପାଇଁ ଏକ ଧଳା

Jananitv_Editor
Nov 111 min read
bottom of page



